କଚ୍ଚର Kachchara

  • ସଂ. ବିଣ—(କୁ=କୁତ୍ସିତ+ଚର ଧାତୁ=ଗମନ କରିବା+ କର୍ତ୍ତୃ ଅ; କୁ ଠାରେ କତ୍ ଆଦେଶ) — ମଳିନ; ମଇଳା; ମଳଦୂଷିତ — Dirty; fouled; soiled
  • ସଂ. ବିଣ—(କୁ=କୁତ୍ସିତ+ଚର ଧାତୁ=ଗମନ କରିବା+ କର୍ତ୍ତୃ ଅ; କୁ ଠାରେ କତ୍ ଆଦେଶ) — ଦୁର୍ବୃତ୍ତ; ଦୁଷ୍ଟ — Wicked
  • ସଂ. ବିଣ—(କୁ=କୁତ୍ସିତ+ଚର ଧାତୁ=ଗମନ କରିବା+ କର୍ତ୍ତୃ ଅ; କୁ ଠାରେ କତ୍ ଆଦେଶ) — ଘୋଳ ଦହି — Churned sour milk
  • ସଂ. ବିଣ—(କୁ=କୁତ୍ସିତ+ଚର ଧାତୁ=ଗମନ କରିବା+ କର୍ତ୍ତୃ ଅ; କୁ ଠାରେ କତ୍ ଆଦେଶ) — [ଦ୍ର—ସମ୍ଭବତଃ 'ଦୁଷ୍ଟ' ଅର୍ଥବାଚୀ ଓଡ଼ିଆ 'ଖଚଡ଼' ଶବ୍ଦ ଏହି ଶବ୍ଦର ଅପଭ୍ରଂଶ।]