କଚିରିଆ Kachiriā

  • ଦେ. ବି. — କଚିରିରେ ଚାକିରି କରୁଥିବା ବା କଚିରିକୁ ନିୟମିତରୂପେ ଯାଉଥିବା ଲୋକ — A person regularly attending courts
  • ଦେ. ବିଣ — କଚିରିକୁ ନିୟମିତରୂପେ ଯାଉଥିବା; ଦରବାରିଆ — Frequenting courts and offices
  • ଦେ. ବିଣ — କଚେରିସମ୍ବନ୍ଧୀୟ — Appertaining to court
  • ଦେ. ବିଣ — କଚେରିରେ ବ୍ଯବହୃତ — Used in court; prevailing in courts