କଇଲାଣ Kailāṇa

  • ଗ୍ରା ବି. (ସଂ. କଲ୍ୟାଣ) — କଲ୍ୟାଣ; ଆଶୀର୍ବାଦ — Blessing
  • ଗ୍ରା ବି. (ସଂ. କଲ୍ୟାଣ) — ଆଶୀର୍ବଚନ — Benediction