କଇତବ Kaitaba

  • ଗ୍ରା. ପଦ୍ଯ. ବି (ସଂ. କୈତବ) — ଛଳ; କପଟତା — Deception
  • ଗ୍ରା. ପଦ୍ଯ. ବି (ସଂ. କୈତବ) — ଧରିଛୁ କଇତବେ ବ୍ରାହ୍ମଣ ବେଶକୁ । କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ବିଣ — ଛଳଯୁକ୍ତ; କପଟଯୁକ୍ତ — Deceptive
  • ଦେ. ବିଣ — କହ ଛାଡ଼ି ମୋତେ ଦେ କଇତବ ରୀତି। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ବିଣ — କପଟୀ (ବ୍ଯକ୍ତି) — Hypocritical (person.)
  • ଦେ. ବିଣ — କଇତବ ଅକ୍ରୂର ସଙ୍ଗତରେ ବାହାର। ଦୀନକୃଷ୍ଣ, ରସକଲ୍ଲୋଳ।