କଇଁଚି Kaiñchi
- ଦେ. ବି. (ତୁର୍କୀ—କୈଚୀଁ; ତୁଳ. ସଂ. କର୍ତ୍ତରିକା) — କତୁରୀ — Scissors
- ଦେ. ବି. (ତୁର୍କୀ—କୈଚୀଁ; ତୁଳ. ସଂ. କର୍ତ୍ତରିକା) — କତୁରୀ ପରି କଣବାଗରେ ଛନ୍ଦା ଯାଇଥିବା ଘରର ଶେଣି — Angle-beam
- ଦେ. ବି. (ତୁର୍କୀ—କୈଚୀଁ; ତୁଳ. ସଂ. କର୍ତ୍ତରିକା) — [ଦ୍ର—ଏହା ଖୁଣ୍ଟର କାମ କରେ ଓ ଏଥିର ସନ୍ଧି ଉପରେ ଘର ଶେଣୀ ପକାଯାଏ।]