କଇଁଚିଆ Kaiñchiā

  • ଦେ. ବିଣ. (ସଂ. କଚ୍ଛପିକା) — କଇଁଚ ପରି ଆକୃତିବିଶିଷ୍ଟ — Shaped like a tortoise
  • ଦେ. ବି. — ଉଦର ମଧ୍ୟରେ ଆବୁ ହୋଇ ଉଦରକୁ କଇଁଚ ପରି ଫୁଲାଇ ଦେବା ରୋଗବିଶେଷ — A disease causing swelling of the abdomen; abdominal tumour