କଅଁଳ ଚମ Kaañḻa chama

  • ଦେ. ବି (ସଂ. କୋମଳ ଚର୍ମ) — ଶିଶୁ ଦେହର ନରମ ଚମ — Soft skin of a baby
  • ଦେ. ବି (ସଂ. କୋମଳ ଚର୍ମ) — ଘାଆ ଉପରେ ହୋଇଥିବା ନୂଆ ଚମ — New skin formed over healing wounds