ଔ A̲u̲

  • ଚତୁର୍ଦ୍ଦଶ ସ୍ୱର ବର୍ଣ୍ଣ — (ଏଥିରୁ ଉଚ୍ଚାରଣ ସ୍ଥାନ କଣ୍ଠ ଓ ତାଳୁ) — The fourteenth vowel sounding like the conjoined sound of A and long U
  • ଚତୁର୍ଦ୍ଦଶ ସ୍ୱର ବର୍ଣ୍ଣ — [ଦ୍ର—ଏଥିର ଉଚ୍ଚାରଣ 'ଅ' ପରେ 'ଉ'। ସଂସ୍କୃତ 'ଔ' ଅକ୍ଷର ଥିବା କେତେକ ଶବ୍ଦକୁ ଓଡ଼ିଆରେ 'ଅଉ' ଅକ୍ଷରେ ପ୍ରକାଶ କରାଯାଏ; ଯଥା—ଔଷଧ ସ୍ଥାନରେ ଅଉଷଧ।]
  • ସଂ. ବି. ପୁଂ — ଅନନ୍ତ; ବାସୁକି — The serpent Bāsuki
  • ସଂ. ବି. ପୁଂ — ଶବ୍ଦ — Sound
  • ସ୍ତ୍ରୀ — ପୃଥିବୀ — The earth
  • ଦେ. ଅ — ଆହ୍ୱାନ, ସମ୍ବୋଧନ, ନିଷେଧ, ବିରୋଧ ଓ ନିର୍ଣ୍ଣୟାର୍ଥକ ଧ୍ୱନି — Interjection used in addressing, refusing, opposing, and ascertaining