ଔରଭ୍ର A̲u̲rabhra

  • ସଂ. ବିଣ. (ଉରଭ୍ର=ମେଷ+ସମ୍ବନ୍ଧାର୍ଥେ. ଅ) — ମେଷ— ସମ୍ବନ୍ଧୀୟ — Pertaining to the sheep
  • ସଂ. ବି — ମେଷଠାରୁ ପ୍ରାପ୍ତ ବସ୍ତ୍ରାଦି (ଯଥା—ଗାଲିଚା; ଊର୍ଣ୍ଣା— ନିର୍ମିତ ଆସନ; କମ୍ବଳ) — Woolen goods (e.g. blanket; carpet)
  • ସଂ. ବି — ମେଷମାଂସ — Sheep's meat; mutton
  • ସଂ. ବି — ମେଷସମୂହ — A number of sheep