ଔପମିକ A̲u̲pamika

  • ସଂ. ବିଣ. (ଉପମା+ନିର୍ଦ୍ଦେଶାର୍ଥେ. ଇକ) — ଉପମାଦ୍ୱାରା ନିର୍ଦ୍ଦିଷ୍ଟ — Established by comparision; described by analogy
  • ସଂ. ବିଣ. (ଉପମା+ନିର୍ଦ୍ଦେଶାର୍ଥେ. ଇକ) — ଉପମାସମ୍ବନ୍ଧୀୟ — Comparative; analogical