ଓଢ଼ିବା Oṟḍ̠ẖiba
- ଦେ. କ୍ରି—(ସଂ. ଅବଗୁଣ୍ଠନ; ଉପବେଷ୍ଟନ; ପ୍ର. ଓବେଡ୍ଡନ) — ନିଜ ଶରୀରକୁ ବସ୍ତ୍ରଦ୍ୱାରା ଆଚ୍ଛାଦନ କରିବା; ଲୁଗା ଘୋଡ଼ି ହେବା — To enwrap; to cover the body with a wrapper
- ଦେ. କ୍ରି—(ସଂ. ଅବଗୁଣ୍ଠନ; ଉପବେଷ୍ଟନ; ପ୍ର. ଓବେଡ୍ଡନ) — ନିଶି ଅଭିସାରୀ ଓଢ଼ିଣ ଦୁକୂଳେ—ଶିଶୁଶଙ୍କର. ଉଷାଅଭିଳାଷ।