ଓଢ଼ଣୀ Oṟḍ̠ẖaṇī
- ଦେ. ବି.—(ସଂ. ଅବଗୁଣ୍ଠନ; ଉପବେଷ୍ଟନୀ; ପ୍ରା. ଓବେଢ଼୍ଚଣୀ) — ଉପରାଣ ଅର୍ଥାତ ସ୍ତ୍ରୀମାନେ ପିନ୍ଧାଲୁଗା ଉପରେ ପକାଇବା ବସ୍ତ୍ର — Outer scarf or sheet thrown over the cloth worn by females
- ଦେ. ବି.—(ସଂ. ଅବଗୁଣ୍ଠନ; ଉପବେଷ୍ଟନୀ; ପ୍ରା. ଓବେଢ଼୍ଚଣୀ) — ଓଢ଼ଣୀ ବସନ ମହୀ ଚରଣରେ ଲୋଟି ନିବିବନ୍ଧଚ୍ଛନ୍ଦ ଅଛି ମନ୍ଦ ମନ୍ଦ ଫିଟି—ବିଶ୍ୱନାଥ, ବିଚିତ୍ରରାମାୟଣ।