ଓହ୍ଲା Ohlā

  • ଦେ. ବି. (ସଂ. ଅବରୋହଣ) — ଅବତରଣ କରିବା — Descending; alighting
  • ଦେ. ବି. (ସଂ. ଅବରୋହଣ) — ନିମ୍ନକୁ ଆଣିବା — Bringing down
  • ଦେ. ବି. (ସଂ. ଅବରୋହଣ) — ଶରୀରରୁ ଆଭରଣ ବା ବସ୍ତ୍ରାଦି କାଢ଼ିବା — Putting off (ornaments or dress)
  • ଦେ. ବି. (ସଂ. ଅବରୋହଣ) — (ପାନବରଜୀ ଭାଷା) ପାନଲତାଗୁଡ଼ିକ ବଢ଼ି ବରଜର ଚାଳ ଉପରକୁ ଟପି ଗଲେ ତାକୁ ଚାଳିର ତଳକୁ ଆଣି ଜବତ୍ କରି ରଖିବା — Bringing down the over topping tips of betel creepers below the roof of the thatch