ଓହୋ Oho

  • ଦେ. ଅ — ଓଃ; ହାୟ — (Interjection)— . Oh; alas
  • ଦେ. ଅ — ଦୁଃଖ, ବିସ୍ମୟ ଓ କଷ୍ଟବୋଧକ — Exclamation of sorrow, surprise and pain-Oh !
  • ଦେ. ଅ — ନରକଦଣ୍ଡରୁ ଓହୋ ! ଏ ଯନ୍ତ୍ରଣା ବଳି। ନନ୍ଦକିଶୋର. ସୀତାବନବାସ।