ଓହାଡ଼ Ohāṟḍ̠a
- ଦେ. ବି. (ସଂ. ଉଦ୍ଘାଟ) — କାଠ ବାଉଁଶ ଆଦିରେ ପ୍ରସ୍ତୁତ ମଞ୍ଚା; ଉଘାଡ଼ — A raised platform or machan of bamboo or planks
- ଦେ. ବି. (ସଂ. ଉଦ୍ଘାଟ) — ଗୁପ୍ତସ୍ଥାନ — Secret place
- ଦେ. ବି. (ସଂ. ଉଦ୍ଘାଟ) — ବନଗିରି କନ୍ଦର ଯେ ଓହାଡ଼ ଖୋଜନ୍ତି। ସାରଳା. ମହାଭାରତ।
- ଦେ. ବି. (ସଂ. ଉଦ୍ଘାଟ) — ଶେଯ ବା ତକିଆର ଖୋଳ — Pillow-case
- ଦେ. ବି. (ସଂ. ଉଦ୍ଘାଟ) — ଉହାଡ଼; ଅନ୍ତରାଳ; ଆଢୁଆଳ — Background
- ଦେ. ବି. (ସଂ. ଉଦ୍ଘାଟ) — ଶ୍ରୀରାମ ତରୁ ଓହାଡ଼େ ଥାଇ ବେନି ଭାଇଙ୍କି ଚିହ୍ନି ନ ପାରିଲେ। ବିଶ୍ୱନାଥ. ବିଚିତ୍ରରାମାୟଣ।