ଓଷ୍ଠୀ Oshṭhī

  • ସଂ. ବି. ସ୍ତ୍ରୀ. (ଓଷ୍ଠ+ଈ; ପକ୍ୱ ବିମ୍ବ ଫଳର ବର୍ଣ୍ଣ ଓଷ୍ଠର ବର୍ଣ୍ଣ ସଙ୍ଗେ ତୁଳା ଯାଏ) — ବିମ୍ବଫଳ — A fruit of a wild creeper; Memordica Menodelpha (the ripe fruit is compared to the bright red lips of a lady)