ଓଷଣ Oshaṇa

  • ସଂ. ବି (ଉଷ ଧାତୁ= ପୋଡିବା+କର୍ତ୍ତୃ. ଅନ) — କଟୁରସ; ରାଗରସ — Thing with pungent taste
  • ସଂ. ବିଣ — ଦାହକାରକ; ରାଗା — Having a burning taste; pungent