ଓଳି Oḻi
- ଦେ. ବି. (ସଂ. ୱଳୀକ) — ଘରର ଚାଳର ପ୍ରାନ୍ତ; ଛାଞ୍ଚି — The eaves of a thatch
- ଦେ. ବି. (ସଂ. ୱଳୀକ) — ଓଳିତଳ (ଦେଖ) — Oḻtaḻa (See)
- ଦେ. ବି. (ସଂ. ୱଳୀକ) — ଏହି ଯେ ଅଦାଲତ ଓଳିରେ ଗଣ୍ଡା ଗଣ୍ଡା ଶାଲପ ଗିଆ ବୁଲୁ ଅଛନ୍ତି। ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବି. (ସଂ. ୱଳୀକ) — ଦିବସର ପୂର୍ବ ବା ଶେଷ ଅର୍ଦ୍ଧ; ଦିନାର୍ଦ୍ଧ — Half of the day; forenoon or afternoon
- ଦେ. ବି. (ସଂ. ୱଳୀକ) — (ଯଥା—ତା ଘରେ ବାସି ଓଳିକି ଦାନା ନାହିଁ।)
- ଦେ. ବି. (ସଂ. ୱଳୀକ) — ଛୋଟ ମାଟି କୁଡ଼ୁଆ — Small earthen pot
- ଦେ. ବି. (ସଂ. ୱଳୀକ) — ଆବୃତି — Form; lineaments
- ଦେ. ବି. (ସଂ. ୱଳୀକ) — ପ୍ରକୃତି — Nature
- ଦେ. ବି. (ସଂ. ୱଳୀକ) — ଅଭ୍ୟାସ — Habit
- ଦେ. ବି. (ସଂ. ୱଳୀକ) — (ଯଥା—ତାଙ୍କ ବଉଁଶ ଓଳି ସେ ଛାଡ଼ିବେ କିପରି?)
- ଦେ. ବି. (ସଂ. ୱଳୀକ) — ବିଶେଷତ୍ୱ — Peculiarity
- ଦେ. ବିଣ. — ଆକୃତିବିଶିଷ୍ଟ — Having the form or lineaments of