ଓଳିଆ Oḻiā
- ଦେ. ବି. — ଶସ୍ୟାଦି ସଞ୍ଚୟ କରିବା ନିମନ୍ତେ କୁଟା ବା ପାଳର ପୋଟଳା — A bag or packet prepared with straw and bound up with straw-ropes to store grains
- ଦେ. ବି. — ବଢ଼ିଛି ତାଙ୍କ ଗାଣ୍ଡି ଯେସନ ଓଳିଆ—କୃଷ୍ଣସିଂହ ମହାଭାରତ, ଆଦି।
- ଦେ. ବି. — ଛାଞ୍ଚୁଣି ଦ୍ୱାରା ପରିଷ୍କାର କରିବା; ଓଳାଇବା — Cleansing; sweeping
- ଦେ. ବିଣ. — ପରିଷ୍କୃତ ହୋଇଥିବା; ଓଳା ହୋଇଥିବା — Cleaned; swept clean
- ଦେ. ବିଣ. — ଓଳିକିଆ (ଦେଖ) — Oḻikiā (See)