ଓଳଗି Oḻagi

  • ଦେ. ବି. (ସଂ. ଭୂଲଗ୍ନ; ତୁଳ ଆସାମୀ. ଓଲଗ୍) — ନମସ୍କାର; ପ୍ରଣାମ — Obeisance
  • ଦେ. ବି. (ସଂ. ଭୂଲଗ୍ନ; ତୁଳ ଆସାମୀ. ଓଲଗ୍) — ସ୍ତ୍ରୀ ଲୋକମାନେ ମାନ୍ୟ ବ୍ୟକ୍ତିଙ୍କୁ କରିବା ପ୍ରଣାମ — Obeisance done by younger females to the eldely people
  • ଦେ. ଅ — ନମସ୍କାର କରିବା ବ୍ୟକ୍ତିର ଉଚ୍ଚାରିତ ଶବ୍ଦ — Interjection used by a person while bowing to another
  • ଦେ. ଅ — [ଦ୍ର—ଆମ ଦେଶରେ ଶୂଦ୍ରମାନେ ବ୍ରାହ୍ମଣାଦିଙ୍କୁ ନମସ୍କାର କଲା ବେଳେ 'ଓଳିକି' ଉଚ୍ଚାରଣ କରନ୍ତି।]