ଓଲେଈ Oleī

  • ଦେ. ବିଣ. ସ୍ତ୍ରୀ — ଓଲିଆ (ଦେଖ) — Oliā (See)
  • ଦେ. ବିଣ. ସ୍ତ୍ରୀ — ଓଲେଇ ଦରକଞ୍ଚା ଖାଏ ଦୁଆରବୁଲିର ପୋଡ଼ି ଯାଏ—ଢଗ।
  • ଦେ. ବିଣ. ସ୍ତ୍ରୀ — ଓଲମୀ, ନିର୍ବୁଦ୍ଧି (ସ୍ତ୍ରୀ) — Stupid or foolish (woman)