ଓଲମା Olamā

  • ଦେ. ବିଣ. ପୁଂ. (ଆ. ଉଲ୍ଲୁ) — ନିର୍ବୁଦ୍ଧିଆ; ଆସିଆଣା — Foolish; stupid
  • ଦେ. ବିଣ. ପୁଂ. (ଆ. ଉଲ୍ଲୁ) — ଆଖିରେ ଦେଖି ମୁଆଜା ଚାହେଁ, ତାହାଠାରୁ ବଳି ଓଲମା କିଏ—ଢଗ।