ଓଲଟି Olaṭi

  • ଦେ. ଅ. (ଓଲଟିବା କ୍ରିୟାର ଅସମାପିକାରୂପ) — ପରନ୍ତୁ — On the other hand
  • ଦେ. ଅ. (ଓଲଟିବା କ୍ରିୟାର ଅସମାପିକାରୂପ) — (ଯଥା—ଓଲଟି ଦାସେ ଘୋଡ଼ା ଚଢ଼ିବା ନ୍ୟାୟ।)