ଓଲକିତ Olakita

  • ଗ୍ରା. ବିଣ. (ସଂ. ଅଲୌକିକ) — ଅଲୌକିକ; ଅଲୋକିତ — Very wonderful
  • ଗ୍ରା. ବିଣ. (ସଂ. ଅଲୌକିକ) — ବ୍ରହ୍ମ ବୋଲିବାର କଥା ମହା ଓଲକିତ। ପ୍ରାଚୀ, ବ୍ରହ୍ମନିରୂପଣଗୀତା।