ଓରମ୍ବା Orambā

  • ଦେ. ବିଣ. — ଯେ କର୍ତ୍ତବ୍ୟ କର୍ମ ନ କରି ଇତସ୍ତତଃ ବୁଲୁଥାଏ; ନିଷ୍କର୍ମା (ଲୋକ) (ଗୋପୀନାଥ ନନ୍ଦ) — Idler
  • ଦେ. ବିଣ. — ଲମ୍ପଟ — Licentious; lascivious
  • ଦେ. ବିଣ. — ଅସୀମ ସାହସିକ — Daring; fool hardy
  • ଦେ. ବିଣ. — ଅଖାଡୁଆ; ନିୟମବହିର୍ଭୂତ — Undisciplined