ଓମ୍ Om

  • ସଂ. ଅ. (ଅବ ଧାତୁ=ରକ୍ଷା କରିବା+ମ୍; କିମ୍ବା ଅ=ବିଷ୍ଣୁ+ ଉ=ଶିବ+ମ୍=ବ୍ରହ୍ମା; ସନ୍ଧି ଦ୍ୱାରା ସିଦ୍ଧ) — ଓଁ (ଦେଖ) — 'Oñ' (See)
  • ସଂ. ଅ. (ଅବ ଧାତୁ=ରକ୍ଷା କରିବା+ମ୍; କିମ୍ବା ଅ=ବିଷ୍ଣୁ+ ଉ=ଶିବ+ମ୍=ବ୍ରହ୍ମା; ସନ୍ଧି ଦ୍ୱାରା ସିଦ୍ଧ) — ହଁ; ଆଚ୍ଛା ! —(ସ୍ୱୀକାର,ଅନୁମତି,ଆରମ୍ଭ, ପ୍ରଶ୍ନ, ରୋଷ, ଅପାକରଣ,ଅବଧାରଣ ଓ ମଙ୍ଗଳ ଅର୍ଥରେ ବ୍ୟବହୃତ) — Yes ! all right ! (interjection used in indicating agreement, beginning, question, anger, ascertaining and well wishing)