ଓଧୁଆଣି Odhuāṇi

  • ପ୍ରାଦେ. (ଗଡ଼ଜାତ) ବି — ଫୁଟୁଥିବା ଭାତର ତାତିଲାପାଣି — Hot water from the cooking pot while rice is boiling on the fire
  • ପ୍ରାଦେ. (ଗଞ୍ଜାମ) ବି — ଓଧାଣି (ଦେଖ) — Odhāṇi (See)