ଓତା Otā
- ସଂ. ବି. — (ସଂ. ହୋତା)—ବ୍ରାହ୍ମଣଙ୍କ ସଂଜ୍ଞାବିଶେଷ; ଏକ ଜାତୀୟ ବ୍ରାହ୍ମଣ — A family title of Brāhmaṇas
- ସଂ. ବି. — (ସଂ. ଉତ୍ତରୀୟ)— ଉତ୍ତରୀୟ; ଚାଦର — Sheet; upper cloth; scarf
- ସଂ. ବି. — ଦେହର ଅଣ୍ଟା ଉପରକୁ କାନ୍ଧଠାରୁ ଲମ୍ବିବା ଚାଦର — Sheet worn on the upper part of the body above the waist
- ପ୍ରାଦେ. (ସମ୍ବଲପୁର) ବି. — ଦିନର ଓଳି — Half of the day; forenoon or afternoon
- ପ୍ରାଦେ. (ସମ୍ବଲପୁର) ବି. — (ଯଥା—ଉପର ଓତା)