ଓଛ Ochha

  • ଦେ. ବିଣ. (ସଂ. ଉଚ୍ଛନ୍ନ)— ଉଚ୍ଛନ୍ନ; କ୍ଷୟିତ; ହୀନ; ନଷ୍ଟ — Destroyed; exhausted
  • ଦେ. ବିଣ. ପାଣ୍ଡବଙ୍କ ବଳ ଯହୁଁ ହୋଇଲାକ ଓଛ, ତୋତେ ନେବା ପାଇଁ ମୋତେ ପେଷିଲେ ଶ୍ରୀବତ୍ସ। ସାରଳା ମହାଭାରତ, ଉଦ୍ଯୋଗ।
  • ଦେ. ବିଣ. (ସଂ. ହ୍ରସ୍ୱ)—ହ୍ରସ୍ୱ; ସାନ — Small
  • ଦେ. ବିଣ. କ୍ଷୁଦ୍ରତର — Smaller
  • ଦେ. ବିଣ. ସାତ କଳ୍ପର ସମ ବଚ୍ଛ। ଗୁଣେ ଧ୍ରୁବକୁ ହେଲେ ଓଛ— ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
  • ଦେ. ବିଣ. ଅଳ୍ପ — Little
  • ଦେ. ବିଣ. (ସଂ. ତୁଚ୍ଛ; ପ୍ରା. ଉଚ୍ଚ)—ନୀଚ; ତୁଚ୍ଛ — Low; mean; despicable