ଓଛାଳ Ochhāḻa

  • ଦେ. ବି. — ବିରେଚନ; ପତଳା ଝାଡା — Evacuation; passing of liquid stool
  • ଦେ. ବି. — ଗର୍ଭେ ପଡ଼ିଲେ ଓଛାଳ ବାନ୍ତି କରୁଥାନ୍ତି— ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି. — ବାନ୍ତି; ବମନ — Vomiting
  • ଦେ. ବିଣ — ଉଦ୍ଗୀର୍ଣ୍ଣ; ବାନ୍ତି କରା ଯାଇଥିବା — Vomited