ଓଗାଳ Ogāḻa
- ଦେ. ବି. (ସଂ. ଅର୍ଗଳ) — ଅଟକାଇବା — Barring progress; restraining
- ଦେ. ବି. (ସଂ. ଅର୍ଗଳ) — ଗଉଡ଼ମାନଙ୍କ ନଉଡ଼ୀ ଖେଳ ଗୀତ (ଯାହାକୁ ଗଉଡ- ମାନେ ନଉଡ଼ୀ ଧରି ପରସ୍ପର ଆଗରେ ଦୋଳଯାତ୍ରାରେ ବୋଲାବୋଲି ହୁଅନ୍ତି) — Song or dialogue sung by Oṟḍ̠iā cowherds
- ଦେ. ବି. (ସଂ. ଅର୍ଗଳ) — [ଦ୍ର—ଲେମ୍ବାଳଗାଦିର ପ୍ରସିଦ୍ଧ ଗୋପାଳଙ୍କ ଗୁରୁ ମହନ୍ତ ଅଚ୍ୟୁଦାନନ୍ଦ ଦାସ 'ଗୋପାଳଙ୍କ ଓଗାଳ' ନାମରେ ଗୁଡିଏ ଗୀତ ରଚନାକରି ଅଛନ୍ତି।]
- ଦେ. ବି. (ସଂ. ଅର୍ଗଳ) — ଅଟକ — Restraint
- ଦେ. ବି. (ସଂ. ଅର୍ଗଳ) — ଘରର ବାଟ ବନ୍ଦ କରିବା ପାଇଁ ବ୍ୟବହୃତ ତାଟି ବା କବାଟ — Door of a house
- ଦେ. ବି. (ସଂ. ଅର୍ଗଳ) — ତିନି ଓଗାଳ ବନ୍ଧର ମନ୍ଦିରେ। ପ୍ରାଚୀ. ପରଚେଗୀତା।
- ଦେ. ବି. (ସଂ. ଅର୍ଗଳ) — (ପଶୁ ଆଦିଙ୍କ) ରକ୍ଷକ, ଜଗୁଆଳ — A cowherd; a person who looks after the grazing cattle