ଓକ Oka
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ପକ୍ଷୀ — Bird
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ବୃଷଳ; ଶୂଦ୍ର — A Ṡūdra
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ବାସସ୍ଥାନ; ଗୃହ — House; residense
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ଆଶ୍ରୟ — Shelter
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ବିଭୀତକ କେହି କରି ତୁମ୍ଭ ମଧ୍ୟେ ଓକ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ଉଚ୍ ଧାତୁ=ଏକତ୍ର କରିବା+ଅଧିକରଣ. ଅ) — ସ୍ଥାନ — Place