ଓକୋଦନୀ Okodanī

  • ସଂ. ବି. ସ୍ତ୍ରୀ (ଓକସ=ଆଶ୍ରୟ+ଅଦ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଲି; ଯେ ନିଜର ଆଶ୍ରୟକୁ ଖାଏ) — ଉକୁଣୀ — Louse