ଓ କରିବା O karibā

  • ଦେ. କ୍ରି — ଡାକିଲେ ଉତ୍ତର ଦେବା — To respond to a call
  • ଦେ. କ୍ରି — କାମରେ ଆସିବା; ଉପକାରରେ ଆସିବା — To be useful
  • ଦେ. କ୍ରି — ଟଙ୍କା ଯୋଡାକ ସାଇତି ରଖିଥିଲେ ବେଳରେ ଓ କରିବ। ଫକୀରମୋହନ. ଗଳ୍ପସ୍ୱଳ୍ପ।