ଐଳେୟ A̲i̱ḻeya

  • ସଂ. ବି. (ଏଳା=ଅଳାଇଚ+ଇୟ; ଏହାର ସୁଗନ୍ଧ ଅଳାଇଚ ପରି ଥିବାରୁ) — ସୁଗନ୍ଧ ଦ୍ରବ୍ୟବିଶେଷ; ଗନ୍ଧନାଲୁକା — A spice