ଐରାବତ A̲i̱rābata

  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ଇନ୍ଦ୍ରଙ୍କ ହସ୍ତୀ; ପୂର୍ବଦିଗର ହସ୍ତୀ; ଅଭ୍ରମାତଙ୍ଗ — Indra's elephant
  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ନାରଙ୍ଗ (ଫଳ ଓ ଗଛ) — Sweet orange
  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ଇନ୍ଦ୍ରଧନୁ — Rainbow
  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ବିସ୍ତାରେ ସ୍ୱର୍ଗ ସୁସଞ୍ଚ ଅଧିକରେ ସତ, ବୃନ୍ଦବୃନ୍ଦ ରମ୍ଭା ଶତାବରୀ ଐରାବତ—ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ସରଳ ଇନ୍ଦ୍ରଧନୁ — A straight rainbow
  • ସଂ. ବି. ପୁଂ. (ଇରାବତ୍=ସମୁଦ୍ର; ମେଘ+ଅଛି ଅର୍ଥରେ. ଅ) — ଲକୁଚ; ଜେଉଟ (ଗଛ ଓ ଫଳ) — Autocarpus Lacucha (tree and fruit)