ଐବ୍ରତ A̲i̱brata

  • ଗ୍ରା. (ପ୍ରାଚୀନ ପଦ୍ୟ) ବି. ଓ ବିଣ. (ସଂ. ଅୟୁତ) — ଅୟୁତ; ଦଶ ହଜାର — Ten thousand
  • ଗ୍ରା. (ପ୍ରାଚୀନ ପଦ୍ୟ) ବି. ଓ ବିଣ. (ସଂ. ଅୟୁତ) — ଐବ୍ରତେ ସୁବର୍ଣ୍ଣ ଦେବଇଁ ମୁହିଁ। ପ୍ରାଚୀ—ନଳଚରିତ।