ଏଡ଼େ Eṟḍ̠e

  • ଦେ. ବିଣ ଓ ବିଣର ବିଣ (ସଂ. ଈଦୃଶ) — ଏତେ ପରିମାଣର; ଏପରି ଆକୃତିବିଶିଷ୍ଟ — Of such dimensions; suchlike; of this size
  • ଦେ. ବିଣ ଓ ବିଣର ବିଣ (ସଂ. ଈଦୃଶ) — ମୋ ଥିବାଠାରେ ତୁମ୍ଭେ ଏଡ଼େ ଆଣ୍ଟ କଥା କହୁଛ କିପାଁ ଛାଡି ହୃଦୁଁ ଭୟ ବ୍ଯଥା। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।
  • ଦେ. କ୍ରି. ବିଣ — ଏତେ ପରିମାଣରେ — So much; such