ଏଡ଼ି Eṟḍ̠i
- ଦେ. ବି (ସଂ. ଅଂଘ୍ରି. Beams)— ଗୋଡ଼ର ଗୋଇଠି — The heel of the foot
- ଦେ. ବି (ସଂ. ଅଂଘ୍ରି. Beams)— ଜୋତାର ଗୋଇଠି ତଳର ଅଂଶ — The heel of the shoe
- ଦେ. ବି (ସଂ. ଅଂଘ୍ରି. Beams)— ଗୋଇଠି ଦ୍ୱାରା ଆଘାତ — Blow given by the heel
- ଦେ. ବି (ସଂ. ଅଂଘ୍ରି. Beams)— ଏଣ୍ଡି (ଦେଖ) — Eṇḍi (See)