ଏହେଁଲ Eheñla

  • ଗ୍ରା. ଅ. (ସମ୍ବୋଧନ) — ନାମ ଧରି ଗାଈଙ୍କୁ ଡାକିବାର ଧ୍ୱନି (ନାମ ପୂର୍ବରେ ଲାଗେ) — Sound used in calling cows-oh !
  • ଗ୍ରା. ଅ. (ସମ୍ବୋଧନ) — [ଦ୍ର—ଗଉଡମାନେ ଗାଈ ନାମ ପୂର୍ବେ 'ଏହେଁଲ' ଲଗାଇ ଭିନ୍ନ— ଭିନ୍ନ ଗାଈଙ୍କୁ ଦୂରରୁ ଡାକନ୍ତି, ଯଥା—ଏହେଁଲ ପାଟ; ଏହେଁଲ ବଉଳା।]