ଏହୁ Ehu

  • ଦେ. ପଦ୍ୟ. ସର୍ବ (ସଂ. ଏତତ୍+ହି) — ଏହି — This
  • ଦେ. ପଦ୍ୟ. ସର୍ବ (ସଂ. ଏତତ୍+ହି) — ତୋତେ ମୁଁ ଦେବି ଏହୁ ବର; ବ୍ରହ୍ମା ଇନ୍ଦ୍ରଙ୍କୁ ଅଗୋଚର। ଜଗନ୍ନାଥ. ଭାଗବତ।