ଏହିତାଇ Ehitāi

  • ଦେ. ଅ. (ସଂ. ଏତଦ୍+ହି) — ଏହାଇଁ (ଦେଖ) — Ehāiñ (See)
  • ଦେ. ଅ. (ସଂ. ଏତଦ୍+ହି) — ଉଇବିଳ ଘାସ କୁଶ ପଦପ ପନ୍ତି ଏହିତାଇ କେବଳ ଦେଖିଲେ ନୃପତି। କୃଷ୍ଣସିଂହ. ମହାଭାରତ. ଅନୁଶାସନ।