ଏରୂପେ Erūpe

  • ଦେ. କ୍ରି. ବିଣ (ସଂ. ଏତଦ୍ ଓ ରୂପ) — ଏ ପ୍ରକାରେ — Thus; in this manner
  • ଦେ. କ୍ରି. ବିଣ (ସଂ. ଏତଦ୍ ଓ ରୂପ) — ତୁମ୍ଭେ କିପାଁଇ ଗୁଡ଼େ କହୁଛ ଏରୂପେ। କୃଷ୍ଣସିଂହ. ମହାଭାରତ।