ଏରା Erā

  • ଦେ. ବି. — ଜଳଚର ଶୁକ୍ଳପକ୍ଷିବିଶେଷ — A kind of acquatic bird
  • ଦେ. ବି. — କଳରବେ ଏରା ଉଡ଼ିଣ ହ୍ରଦରୁ, ଅରଣ୍ୟେ ଲୋଡନ୍ତି ଯେଝା ନୀଡ ତରୁ। ରାଧାନାଥ. ଚିଲିକା।
  • ଦେ. ବି. — [ଦ୍ର—ଏହାର ଶୁକ୍ଳ ପକ୍ଷକୁ ପାଇକମାନେ ଟୋପରରେ ଭୂଷଣ— ସ୍ୱରୁପ ଲଗାନ୍ତି। ପୁରୀର ସାଇଯାତରେ ନାଗାମାନେ ଏହାର ପକ୍ଷକୁ ରଙ୍ଗାଇ ଗୋଛାଏ ଗୋଛାଏ ଦେହରେ ବାନ୍ଧି ଥାନ୍ତି।]
  • ପ୍ରାଦେ. ବି — (ବାଲେଶ୍ୱର) ବି.—ଡଙ୍ଗାର କୋଣଯୁକ୍ତ ତଳି — Angular bottom of a boat
  • ପ୍ରାଦେ. ବି — (କୁଜଙ୍ଗ ଆଦି ତଳମାଳ) ବି.—ସମୁଦ୍ର ଉପ— କୂଳସ୍ଥ ବାଲିକୁଦ — Sand-heaps on the sea-shore