ଏରଣ୍ଡ Eraṇda

  • ସଂ. ବି. (ଆ=ସମ୍ୟକ୍+ଇର୍ ଧାତୁ=ଗମନ କରିବା+ ଅଣ୍ଡଚ୍) — ଗବଗଛ; ଜଡ଼ାଗଛ — Castor-oil plant; castor plant; Ricinus Communis
  • ସଂ. ବି. (ଆ=ସମ୍ୟକ୍+ଇର୍ ଧାତୁ=ଗମନ କରିବା+ ଅଣ୍ଡଚ୍) — [ଦ୍ର—ଏ ଗଛ ଶୁକ୍ଳ ଓ ନାଲିଭେଦରେ ଦୁଇ ପ୍ରକାର; ଏହା କୃଷିଜାତ ଗୁଳ୍ମ। ଉଚ୍ଚରେ 4।5 ହାତ ବଢ଼େ। ଶୁକ୍ଳଏରଣ୍ଡ ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ବୃଷ୍ୟ ଓ ସାରକ। ଏହା ବାତ, ଉଦାବର୍ତ୍ତ, କଫ, ଜ୍ୱର, କାସ, ଉଦରଶୋଥ ଶୂଳ, ଶ୍ୱାସ, ଆନାହ, କୁଷ୍ଠ, ବ୍ରଧ୍ନ, ପିତ୍ତ, ପ୍ରମେହ, ବାତରକ୍ତରେ ଉପକାରୀ। ଉକ୍ତ ଏରଣ୍ଡ ଲଘୁ, କଟୁତିକ୍ତକଷାୟରସ ଓ ବାତ, କଫ, ଶ୍ୱାସ, କାସ, କୃମି, ଅର୍ଶଃ, ରକ୍ତଦୋଷ, ପାଣ୍ଡୁ, ଭ୍ରମ, ଅରୋ— ଚକରେ ଉପକାରୀ। ଏରଣ୍ଡତୈଳ କୋଷ୍ଠଶୁଦ୍ଧି କରେ ଓ ପେଟମରା ରୋଗରେ ଉପକାରୀ ଅଟେ। ଏରଣ୍ଡ ଫଳ ଅଗ୍ନି ଦୀପକ ଓ ଗୁଳ୍ମ, ଶୂଳ, ବାୟୁ, ପ୍ଲୀହା ଏବଂ ଅର୍ଶୋରୋଗ— ନାଶକ।] — [ଦ୍ର—ଏ ଗଛ ଶୁକ୍ଳ ଓ ନାଲିଭେଦରେ ଦୁଇ ପ୍ରକାର; ଏହା କୃଷିଜାତ ଗୁଳ୍ମ ଉଚ୍ଚରେ45ହାତ ବଢ଼େ ଶୁକ୍ଳଏରଣ୍ଡ ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ବୃଷ୍ୟ ଓ ସାରକ ଏହା ବାତ, ଉଦାବର୍ତ୍ତ, କଫ, ଜ୍ୱର, କାସ, ଉଦରଶୋଥ ଶୂଳ, ଶ୍ୱାସ, ଆନାହ, କୁଷ୍ଠ, ବ୍ରଧ୍ନ, ପିତ୍ତ, ପ୍ରମେହ, ବାତରକ୍ତରେ ଉପକାରୀ ଉକ୍ତ ଏରଣ୍ଡ ଲଘୁ, କଟୁତିକ୍ତକଷାୟରସ ଓ ବାତ, କଫ, ଶ୍ୱାସ, କାସ, କୃମି, ଅର୍ଶଃ, ରକ୍ତଦୋଷ, ପାଣ୍ଡୁ, ଭ୍ରମ, ଅରୋ— ଚକରେ ଉପକାରୀ ଏରଣ୍ଡତୈଳ କୋଷ୍ଠଶୁଦ୍ଧି କରେ ଓ ପେଟମରା ରୋଗରେ ଉପକାରୀ ଅଟେ ଏରଣ୍ଡ ଫଳ ଅଗ୍ନି ଦୀପକ ଓ ଗୁଳ୍ମ, ଶୂଳ, ବାୟୁ, ପ୍ଲୀହା ଏବଂ ଅର୍ଶୋରୋଗ— ନାଶକ]