ଏବେ Ebe
- ଦେ. ଅ — ଆଜିକାଲି; ବର୍ତ୍ତମାନ — In the present time; now a days
- ଦେ. ଅ — ଅଳ୍ପଦିନ ହେଲା — Lately; recently
- ଦେ. ଅ — ଏହି ମୁହୂର୍ତ୍ତରେ — Just now; at this moment
- ଦେ. ଅ — ଅଳ୍ପ ସମୟ ମଧ୍ୟରେ — Presently; in no time
- ପ୍ରାଦେ. (ଗଞ୍ଜାମ) ଅ — ଏହିକ୍ଷଣି; ଏହିମାତ୍ର — Immediately