ଏପରା Eparā

  • ଦେ. ବିଣ. (ସଂ. ଏତତ୍+ପ୍ରକାର) — ଏବଂ ଭୂତ — Such
  • ଦେ. ବିଣ. (ସଂ. ଏତତ୍+ପ୍ରକାର) — (ଭଲ ଅର୍ଥ) ଏପରି ଉତ୍ତମ — So good