ଏନଃ Enaḥ

  • ସଂ. ବି. (ଇ ଧାତୁ=ଗମନ କରିବା+ଅସ୍; ମନୁଷ୍ୟ ଯାହା ଯୋଗୁଁ ଅଧୋଗମନ କରେ) — ପାପ — Sin
  • ସଂ. ବି. (ଇ ଧାତୁ=ଗମନ କରିବା+ଅସ୍; ମନୁଷ୍ୟ ଯାହା ଯୋଗୁଁ ଅଧୋଗମନ କରେ) — ଅପରାଧ — Crime
  • ସଂ. ବି. (ଇ ଧାତୁ=ଗମନ କରିବା+ଅସ୍; ମନୁଷ୍ୟ ଯାହା ଯୋଗୁଁ ଅଧୋଗମନ କରେ) — ନିନ୍ଦା — Blame