ଏଦି Edi

  • ପ୍ରାଦେ. (ସମ୍ବଲପୁର) ଅ. (ସଂ. ଏତତ୍+ଦିକ୍) — ଏଣେ; ଏ ଦିଗରେ — In this side
  • ପ୍ରାଦେ. (ସମ୍ବଲପୁର) ଅ. (ସଂ. ଏତତ୍+ଦିକ୍) — ଏଠାରେ — Here