ଏତଲା Etalā
- ଦେ. ବି (ଆ. ଇତାଲା ଇତ୍ତଲ୍ଲା) — ସମ୍ବାଦ; ଖବର — Information
- ଦେ. ବି (ଆ. ଇତାଲା ଇତ୍ତଲ୍ଲା) — ଜ୍ଞାପନ — News; giving information
- ଦେ. ବି (ଆ. ଇତାଲା ଇତ୍ତଲ୍ଲା) — ଥାନାରେ ଦିଆଯିବା ଅପରାଧର ପ୍ରଥମ ଖବର ବା ଇଝାର୍ — First information of the commission of an offence given to a police-officer
- ଦେ. ବି (ଆ. ଇତାଲା ଇତ୍ତଲ୍ଲା) — ଜ୍ଞାତସାର — knowledge